ରାଜ୍ୟରେ ବଢ଼ୁଛି ବାଲ୍ୟବିବାହ : ୩ ବର୍ଷରେ ୧୧୨ ଘଟଣା, ଥାନାରେ ମାତ୍ର ୪ ମାମଲା

କଟକ: ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି ବାପା-ମା’। ଏଭଳି ଉଦବେଗଜନକ ଚିତ୍ର ଆସିଛି କଟକରୁ। ଗଲା ତିନି ବର୍ଷ ଭିତରେ ୧୧୨ ଶିଶୁ କନ୍ୟାଙ୍କୁ ଅପ୍ରାପ୍ତ ବୟସରେ ପରିବାର ଲୋକେ ବିବାହ କରାଇଛନ୍ତି। ଏହାଠାରୁ ଆହୁରି ଉଦବେଗଜନକ ପରିସ୍ଥିତି ହେଉଛି ଯେ ଏଭଳି ନିୟମ ବିରୋଧ କାମ ପାଇଁ ପରିବାର ଲୋକଙ୍କ ବିରୋଧରେ ମାତ୍ର ୪ଟି ଅଭିଯୋଗ ଥାନାରେ ରୁଜୁ ହୋଇଛି। ଅବଶିଷ୍ଟ ବାଲ୍ୟ ବିବାହ ମାମଲାରେ ରଫାଦଫା କରିବାକୁ … Continue reading ରାଜ୍ୟରେ ବଢ଼ୁଛି ବାଲ୍ୟବିବାହ : ୩ ବର୍ଷରେ ୧୧୨ ଘଟଣା, ଥାନାରେ ମାତ୍ର ୪ ମାମଲା